Duration 5:32

ଇଲିସି ଶୁଖୁଆ ତରକାରୀ | Ilisi Sukhua Tarkari | Odia Sukhua Tarkari | Dry Fish Curry in Odia | ODIA FOOD

24 423 watched
0
244
Published 1 Oct 2018

ଇଲିସି ଶୁଖୁଆ ତରକାରୀ | Ilisi Sukhua Tarkari | Odia Sukhua Tarkari | Dry Fish Curry in Odia | ODIA FOOD ଆବଶ୍ୟକ ସାମଗ୍ରୀ ଇଲିସି ଶୁଖୁଆ ,ପିଆଜ - ୧ , ଟମାଟୋ -୧ , କଞ୍ଚା ଲଙ୍କା -୪ , ଧନିଆ ପତ୍ର -କିଛି , ଅଦା , ସୋରିଷ , ରସୁଣ ପେଷ୍ଟ - ୧ ବଡ ଚାମଚ , ଭୃସଙ୍ଗ ପତ୍ର -କିଛି , ଆମ୍ବୁଲ -୧ , ଜୀରା ଗୁଣ୍ଡ -୧/୨ ଛୋଟ ଚାମଚ , ଧନିଆ ଗୁଣ୍ଡ -୧/୨ ଛୋଟ ଚାମଚ ,ହଳଦୀ ଗୁଣ୍ଡ -୧/୨ ଛୋଟ ଚାମଚ , କାଶ୍ମିରୀ ଲଙ୍କା ଗୁଣ୍ଡ -୧ ଛୋଟ ଚାମଚ , ଶୁଖିଲା ଲଙ୍କା ଗୁଣ୍ଡ -୧/୨ ଛୋଟ ଚାମଚ , ଲୁଣ -ଟିକିଏ ଆଉ ସୋରିଷ ତେଲ -୧ ବଡ ଚାମଚ ilisi sukhua tarkari recipe in odia , sukhua recipe in odia , sukhua recipe , sukhua tarkari

Category

Show more

Comments - 23